ବହୁତ୍ ଦିନ ପରେ କପ୍ ବୋର୍ଡ ରେ ଥିବା ମୋର ପୁରୁଣା ଡାଏରୀ କୁ ଖୋଲିଲି । ସେଠି କିଛି ଜରୁରୀ କଥା ଲେଖିଥିଲି ତାକୁ ଦେଖିବା ପାଇଁ ମୁଁ ପୃଷ୍ଠା ଓଲଟେଇ ଚାଲିଲି । ମୁଁ ଲେଖିଥିବା ତଥ୍ୟ ତ ପାଇଗଲି ଏବଂ ଡାଏରୀ ସହିତ କିଛି ମୂଲ୍ୟବାନ ଜିନିଷ ଟିଏ ମଧ୍ୟ ରଖିଥିଲି ତାକୁ ମଧ୍ୟ ପାଇଲି। ଯାହାକୁ ଦେଖିଲା ପରେ ମୋ ଆଖିରୁ କେତେ ଯେ ଅନବରତ ଲୁହ ବହିଗଲା, ତାର ହିସାବ … Continue reading ତୁମର କିଛି ଜିନିଷ…
Copy and paste this URL into your WordPress site to embed
Copy and paste this code into your site to embed