Homework

ସେଦିନ ଗୋବିନ୍ଦ ଆଜ୍ଞା ଙ୍କ ଟିଉସନ ରେ ସଂଧ୍ୟା ରେ ସମସ୍ତଙ୍କୁ ପ୍ରବଳ ମାଡ଼ । କେତେଟା ବାଡି ଭାଙ୍ଗିଛି ତାର ହିସାବ ନାହିଁ। କେତେ ପିଲା ଭାବିଲେ ଯେ କାଲି ଠାରୁ ଆଉ ଟିଉସନ ଆସିବି ନାହିଁ । କିନ୍ତୁ ଗୋବିନ୍ଦ ଆଜ୍ଞା ଆଉ କାଶୀନାଥ ଆଜ୍ଞା ଙ୍କ ନୀତି ଏକ ସମାନ। ଯଦି ପିଲା ନ ଆସିଲା। ତେବେ ଆଜ୍ଞା ଙ୍କ ସହିତ ଦୁଇଟି ପିଲା ଯିବେ ଯେମିତି ସେ ଦୁଇଟି ପିଲା , … Continue reading Homework