ମଶା

ମଶା ବୋଲି ନାମ ମୋର ମୁଁ ଯମ ଦେବତାରଜନୀର କାଳ ସର୍ପ ଲୋକ ପାଇଁ ଚିନ୍ତା…୧ ପ୍ରତିଷେଧକ ମୋ ପାଇଁ ଯେତେ ବି ପ୍ରସ୍ତୁତବୃଥା ଚେଷ୍ଟା ସବୁକିଛି ନ କରେ କେ କ୍ଷେତ…୨ ମନୁଷ୍ୟର ରକ୍ତ ନିତି ପିଇ ଥାଏ ମୁହିଁମୋ ଡଙ୍କ ଆଘାତ କିଏ ପାରନ୍ତିନି ସହି…୩ ରାତ୍ର ହେଲେ ସର୍ପ ପରି ଗର୍ଜନ ମୁଁ ଛାଡେ ପ୍ରଭାତେ ପ୍ରାଣ ବିକଳେ ମୂଷା ପରି ଦୌଡେ…୪ କିଏ କିଣେ ମଶା ବତି କିଏ ଗୁଡ୍ ନାଇଟ୍ … Continue reading ମଶା