ମଡର୍ଣ୍ଣ ଯୁଗର ବୋହୂ

ମଡର୍ଣ୍ଣ ଯୁଗର ବୋହୂ ..ଆମେ ମଡର୍ଣ୍ଣ ଯୁଗର ବୋହୂପାଟ ଶାଢୀ ଜମା ଭଲ ଲାଗେ ନାହିଁସାଲୱାର ପିନ୍ଧି ରହୁମଡର୍ଣ୍ଣ ଯୁଗର ବୋହୂ.. ଆମେ ମଡର୍ଣ୍ଣ ଯୁଗର ବୋହୂ…(2) ଜନମରୁ କଳା ଭରି ଅଛି ବୋଲି ଜାଣିତ ନଥିଲୁ କେହି ଫେସବୁକ ଆଉ ଇନ୍ଷ୍ଟାଗ୍ରାମ୍ ପାରୁନାହୁଁ ଜମା ରହିଦୁନିଆ ଢଙ୍ଗରେ ବନାଇ ଭିଡିଓ ଲାଇକ୍ କମେଣ୍ଟ୍ ପାଉମଡର୍ଣ୍ଣ ଯୁଗର ବୋହୂ ..ଆମେ ମଡର୍ଣ୍ଣ ଯୁଗର ବୋହୂ,..(2) ସୋସିଆଲ୍ ମିଡିଆରୁ ଫୁର୍ସତ୍ ନାହିଁ ଦିନ ରାତି ଯାଏ ପାହିପୁରାଣ ପୋଥିକୁ … Continue reading ମଡର୍ଣ୍ଣ ଯୁଗର ବୋହୂ