ମଶା…(Returns)

ଦିନଥିଲା ଟିକେ ଧୁଆଁ ବାଜିଗଲେ ମଶା ହେଉଥିଲେ ବାୟା।ହେଲେ ଆଜି କାଲି କିଛି ଫରକ୍ ପଡୁନିବଢୁଛି ମଶାଙ୍କ କାୟା ।। ଦିନରେ କୋଉଠି ଲୁଚିକି ରୁହନ୍ତି ଦର୍ଶନ ଦିଅନ୍ତି ନାହିଁ ।ସନ୍ଧ୍ୟା ହୋଇଗଲେ ଆସନ୍ତି ସଭିଁଏ ରକତ ପିଇବା ପାଇଁ।। କେତେ ମଶା ଧୂପ, ଅଗରବତୀ କରୁନାହିଁ ଜମା କାମ ।ଦିନକୁ ଦିନ ଶକ୍ତ ହୋଇଲେଣି କେମିତି ଲିଭିବ ନାମ ।। ଏମିତି ମାରନ୍ତି ଡଙ୍କ ସେମାନଙ୍କସାହିବାଟା ଅସମ୍ଭାଳ ।ମାରିଲେ ଗୋଟିଏ ଦୁଇଟି ଆସନ୍ତିଘରେ ମଶା ମାଳ … Continue reading ମଶା…(Returns)