ସମୟ ତୁମକୁ ଦୂରେଇ ଦେଇଛି ଏକ ଭିନ୍ନ ରୂପର କାହାଣୀରନାୟକ ସଜାଇ ।ତୁମ ଭାବନା ତୁମ ଠାରୁ ଦୁଇ ପାଦ ପଛରେ ।କେଜାଣି କେମିତି କାହିଁକି ର !!!ପ୍ରଶ୍ନ ନେଇ ….ସୁପ୍ତ ଅତୀତ ଅଟହାସ କରେକିଛି ଭାଷାର ଭାବର ଅତି ଆପଣାର ପରି… ମନୋଜ କୁମାର ବେହେରାଙ୍କ ଦ୍ଵାରା ଲିଖିତ…ସୁବୁଦ୍ଧି ପଲ୍ଲୀ, ଗଞ୍ଜାମ ।
Copy and paste this URL into your WordPress site to embed
Copy and paste this code into your site to embed