ଛଳନା…ଦୁଇ ଟୋପା ଲୁହର ଉଷ୍ମତା ବହୁବାର ମାପିଥାଏ,କଥାର ମଧୁରତାରେ ତ ଆପଣା ପଣର ମଲାଟ ହୋଇଏକାନ୍ତ ଜୀବନରମରିଚିକାର ରାସ୍ତା ଦେଖାଇ । ଛଳନା…ଦୁଇ ପାହାଡର ଛାତି ଚିରି ବହି ଯାଉଥିବା ନଈର ବନ୍ୟା ଦୂରେଇ ଦିଏ……ସରଳ ହୃଦୟର ବିଶ୍ୱାସ କୁ । ଛଳନା…ଛଳନା ପ୍ରବଞ୍ଚନାର ଏକଧାରାଏକାନ୍ତ ନୀରବତାରେ ;ନିଜକୁ ଖୋଜିବାର ମାର୍ଗଦର୍ଶକଏକା ଏକା ବଂଚିବାରେ…। ମନୋଜ କୁମାର ବେହେରାଙ୍କ ଦ୍ଵାରା ଲିଖିତ…ସୁବୁଦ୍ଧି ପଲ୍ଲୀ, ଗଞ୍ଜାମ ।
Copy and paste this URL into your WordPress site to embed
Copy and paste this code into your site to embed