କଳ୍ପନା…

ଜରାଜୀର୍ଣ୍ଣ ପ୍ରସାଦ ପରି ସମ୍ପର୍କର ସୌଧ ଭାଙ୍ଗି ଭୁଷୁଡି ପଡୁଛି ମିଠା ମିଠା ପ୍ରେମର ଛଳନାରେ ମୂଲ୍ୟହୀନ ପଦିଏ କଥାରେ ;ପ୍ରାଜୁଯ୍ୟର ପାହାଚରେ ପାଦରଖିସମ୍ପର୍କ ଯୋଡ଼ିବାର ଆହ୍ବାନ କାହିଁକି ?ଛ ଋତୁ ର ଅନୁଭବ ମୁହୂର୍ତ୍ତକ ଭିତରେନୂତନତାର ସନ୍ଧାନରେ ବହୁ ଦୂରକୁ ଚାଲି ଯିବାର ନୂଆ କଳ୍ପନାର ମାନେ କଣ ପ୍ରେମ ???? ମନୋଜ କୁମାର ବେହେରାଙ୍କ ଦ୍ଵାରା ଲିଖିତସୁବୁଦ୍ଧି ପଲ୍ଲୀ, ଗଞ୍ଜାମ। କଳ୍ପନା