ମୁଁ କେବଳ..ମୁଁ ହୋଇ ରହିବାକୁ ଚାହେଁ ହଜିଯିବାକୁ ଚାହେଁକେବଳ ମୋ ଭିତରେ । ମୋ ମନକୁ କେହି ନ ବୁଝିଲେମୁଁ କିନ୍ତୁ ବୁଝିବି। ମୋର ମନ ଓ ଭାବନାକୁମୋ କଥା ଅନ୍ୟ କୁ ବୁଝାଇ ବାରପ୍ରୟାସ କେବେବି କରିବିନିକାରଣ …..ମୁଁ ପରା କେବଳ ମୋର…. ମନୋଜ କୁମାର ବେହେରା ଙ୍କ ଦ୍ଵାରା ଲିଖିତସୁବୁଦ୍ଧି ପଲ୍ଲୀ, ଗଞ୍ଜାମ ।
Copy and paste this URL into your WordPress site to embed
Copy and paste this code into your site to embed