ଘୁଷୁରୀ ପ୍ରକୃତି

ଦିନେ ରୀମା ତାର ସ୍ବାମୀ ସହିତ ମଲ୍ ରେ ବୁଲୁଥିବା ବେଳେ ତାର ସାଙ୍ଗ ସୀତା କୁ ଦେଖିଲା । ରିମା ଆଉ ସୀତା ଦୁହେଁ ଗୋଟିଏ କ୍ଲାସମେଟ ଏବଂ କଲେଜ୍ ସରିବା ପରେ ତାଙ୍କର ଦେଖା ହୋଇ ନଥିଲା ଏବେ ପୁଣି ଥରେ ଦେଖା ହେଲା ହାଇଦ୍ରାବାଦ ରେ।  ସୀତା ପଚାରିଲା , ରୀମା ଆରେ ତୁ ଏଠି କେମିତି ? ରୀମା ଉତ୍ତର ଦେଲା , ତାଙ୍କର ଏବେ ହାଇଦ୍ରାବାଦ କୁ କମ୍ପାନୀ ପଠେଇଲା … Continue reading ଘୁଷୁରୀ ପ୍ରକୃତି