ପ୍ରଶ୍ନ

କେହି ଜଣେ ମୋତେ ପଚାରିଲେ, ଏହି ଦୁନିଆରେ ତୁମର ଅତି ନିଜର କିଏ ?  ମୁଁ ହସି ହସି ଉତ୍ତର ଦେଲି ଯେ ଯଦି ସମୟ ଭଲ, ତେବେ ସମସ୍ତେ ନିଜର, ନଚେତ୍ ଏଠି ସମସ୍ତେ ପର !!!