କାହାଣୀ ଟି ୨୫ ବର୍ଷ ତଳର। ଗାଁ ରେ କୋକୁଆ ଭୟ ଆରମ୍ଭ ହୋଇଛି । କିଏ କହେ ଗଧିଆ ବାଘ ଆଉ କିଏ କହେ ଚିତା ତ ଆଉ କିଏ ମହାବଳ ବାଘ ବୋଲି । ସମସ୍ତଙ୍କ ମନରେ ସେହି କଥା ଯେ “ଗାଁ କୁ ବାଘ ଆସିଛି” । ହେଲେ ସମସ୍ତଙ୍କୁ ଅଜଣା । ପ୍ରତ୍ୟେକ ରାତିରେ କାହାର ବାଛୁରୀ ନହେଲେ କାହାର ଗାଇ ଗାୟବ୍ ହେଉଥିଲା । କିନ୍ତୁ ଗତ ରାତିରେ ମୁଖିଆ … Continue reading ଗାଁ କୁ ବାଘ ଆସିଛି…
Copy and paste this URL into your WordPress site to embed
Copy and paste this code into your site to embed