ଶେଷ ଯାତ୍ରା

ମୋତେ ଫୁଲର ବିଛଣାରେସଜେଇବାରେ ଲାଗିଥିଲେବଡ଼ ଆରାମ ରେ ମୋତେ ଗାଧୋଇ ଦିଆ ଯାଉଥିଲା,ଜାଣି ନଥିଲି ?ମୋତେ ସ୍ଵାଗତ କରାଯାଉଥିଲା ନା ଏହି ଦୁନିଆରୁବିଦାୟ ଦିଆ ଯାଉଥିଲା। ଅଜବ ଭିଡ ଜମିଥିଲା ମୋ ଘରେଜାଣିନି ସେମାନଙ୍କୁବୋଧେ ନୂଆ ଉତ୍ସବ ଟିଏପାଳନ କରାଯାଉଥିଲା ମୋତେ କାନ୍ଧରେ ଉଠେଇବା ପାଇଁ ସମସ୍ତେ ଆତୁର ହୋଇ ପଡୁଥିଲେକାହିଁକି କେଜାଣି !! ସେ ସମୟରେ ମୋ ସାଙ୍ଗ ଏବଂ ଶତ୍ରୁଦୁହିଁଙ୍କ ଆଖିରେ ଯେମିତି ଲୁହ ରୂପରେ ପୁରୁଣା ସ୍ମୃତି ହୋଇ ମୁଁ ମନେ ପଡୁଥିଲି,ତଥାପି … Continue reading ଶେଷ ଯାତ୍ରା