ଅଭୁଲା ଅତୀତ

ଆଜି ପୁଣି ସଞ୍ଜ ଗଡିଗଲାତୋ ଅପେକ୍ଷାରେ..କାହିଁକି କେଜାଣିସମୟ ମୋ ପାଇଁ ସବୁବେଳେ ସ୍ମୃତି ର ସନ୍ତକ କରିଦିଏବିନା ମୋ ପ୍ରଶ୍ନରେ… ଇଚ୍ଛା ଥିଲା ବହୁ ଦିନୁତୋର ସେହି କୋମଳ ଓଠ ଥିବା ହସ କୁପାନ କରିବି ବୋଲିକିନ୍ତୁ ଆଜି ପୁଣି ନିର୍ବିକାରଆଉ ମୁଁ ଏକା ଏକା… ତୁ ଆସି ନଥିଲୁ କାହିଁକି !!ତାହା ମୁଁ ଜାଣେ,ଦୁଃଖର ଜର୍ଜରିତ ଅବସ୍ଥାରେତୁ ମଧ୍ୟ ଘର କୋଣେ ଲୁହ ଚାପି ରଖିଲକ୍ଷ ର ସମାହାର କୁ ହରେଇ ବସିଥିଲୁ ??? ହଁ… … Continue reading ଅଭୁଲା ଅତୀତ