ପାହାନ୍ତି ଶୀତୁଆ ଜଳ କଣିକା ର ସ୍ପର୍ଶକୁହୁଡିରେ ତା ମୁଖ ମଣ୍ଡଳ ଧୂସରକିମିଆ କରୁଛି ତା ନିଆରା ହସମୁହୂର୍ତ୍ତକେ ପାଇଁ ଭାବେ ଯେରାଜା ମୁଁ ଲବଙ୍ଗ ଦ୍ଵିପର …। ଏ ଭାବନା ବି ଟିକେ ଅଲଗା ପ୍ରକାରକୁହୁଡି ର ରୂପେଲି ଚାଦରପ୍ରଭାତ ଫେରେ ନେଇ ଦିବାକରକ୍ଷେତରେ ଧାନ ଲହରୀର ସୌନ୍ଦର୍ଯ୍ୟସତରେ ମନ ଲୋଭା,ଯେମିତି ଫସଲ ସୁନାରଏ ଲୋଭନୀୟ ଚିତ୍ରପଟ୍ଟ ପ୍ରକୃତିର…..। ସରିତା ସ୍ୱାଇଁ ଶଙ୍କୁରୁ, ଗଞ୍ଜାମ ।।
Copy and paste this URL into your WordPress site to embed
Copy and paste this code into your site to embed