ସତରେ କେତେ ଅଜବ ସେ ପ୍ରେମ…ଜଣେ ସବୁ କିଛି ସହି ମଧ୍ୟ ପ୍ରେମକୁ ପାଉନି ତ…ଆଉ ଜଣେ ଛଳନା କରି ମଧ୍ୟ ପ୍ରେମକୁ ପାଇଯାଉଛି । କାହା ଅପେକ୍ଷ୍ୟା ରେ ରାତି କଟି ଯାଉଛି ତ… ଆଉ କିଏ ପ୍ରେମକୁ ପାଇ ମଧ୍ୟ ଖୁସିରେ ନାହିଁ । କିଏ ପ୍ରେମ ପାଇଁ ସବୁ କିଛି ଛାଡି ଦେଉଛି ତ…ଆଉ କିଏ ସବୁ କିଛି ଛାଡ଼ିଲା ପରେ ବି ପ୍ରେମକୁ ପାଉନି। କିଏ ପ୍ରେମ ପାଇଁ ଟଙ୍କା … Continue reading ପ୍ରେମ…
Copy and paste this URL into your WordPress site to embed
Copy and paste this code into your site to embed