ମୁଁ ପାଗେଳୀ ନୁହେଁ…

ମୁଁ ପାଗେଳୀ ନୁହେଁ ତଥାପି ଏ ଦୁନିଆ ମୋତେ ପାଗେଳୀ ସଜେଇ ଦେଇଛି, ମୁଁ ପ୍ରେମର ବିଶ୍ବାସ ରେ ବାନ୍ଧି ହୋଇଲୁହାର ଶିକୁଳି ରେ ବନ୍ଧା ପଡିଛିତଥାପି ମୁଁ ଆଜି ଏକାନ୍ତରେ ବସି ଅପେକ୍ଷା କରିଛିକାଳେ ତୁମେ ଥରେ ଫେରି ଆସିବକି ??? ମୋର ମୁକୁଳା କେଶକୁ ସାଉଁଟିଛାତିରେ ଚାପି ଧରି କୋଳେଇ ନେଇମୋ ଦୁଃଖ ଭରା ମରୁଭୂମି ରେ ହସ ର ପାଣି ବୁନ୍ଦାଏ ପାଈଁ ଯାହାକୁ ନିଜର କରିଥୂଲିସେ ଆଜି ଦୁନିଆ ଆଗରେ ମୋତେ … Continue reading ମୁଁ ପାଗେଳୀ ନୁହେଁ…