ନୁଆଁ ବର୍ଷ ଆସିଲା କିନ୍ତୁ ମନରେ ହସ ନାହିଁମାତ୍ର ପୁରୁଣା ସ୍ମୃତି ଗୁଡାକ ମନରୁ ଲିଭିଲା ନାହିଁ. 🎶🥀 କ୍ୟାଲେଣ୍ଡର ବଦଳିଲା ଦୁଃଖ ରହିଗଲା ସମୟ ଚାଲିଲାପଛରେ ଅଟକି ଗଲା କିଛି ଅଲିଭା ସ୍ବପ୍ନ ??? ସବୁ ଏଠି ନୂଆ ବର୍ଷ ର ଶୁଭ କାମନାକହି ମନକୁ ଆଶ୍ଵାସନାଦେଉଛନ୍ତି ସତ କିନ୍ତୁ ସେମାନେ କଣ ହରେଇ ଛନ୍ତିଆଉ କଣ ପାଇବେ ଆଗକୁସବୁ ପ୍ରଶ୍ନ ବାଚକ ??? ସତରେ ମୋହ ଭରା ଏହି ବର୍ଷ ଟି କେତେ ଯେ … Continue reading ପୁରୁଣା ବର୍ଷ ଟି ମୋର…
Copy and paste this URL into your WordPress site to embed
Copy and paste this code into your site to embed