ଲୁହ କୁ ଲୁଚେଇ ହସିବି କେମିତି ହସ କୁ ଲୁଚେଇ ବଞ୍ଚିବି କେମିତି,ପ୍ରେମ ବଦଳରେ ପ୍ରେମ ମାଗିବି କେମିତି ଭାଙ୍ଗି ଗଲା ହୃଦୟକୁ ମୁ ଯୋଡ଼ିବି କେମିତି ।। ବଡ଼ ଅଜବ ଏ ଜୀବନ ଜଞ୍ଜାଳ କିଛି ସତ କିଛି ମିଛ,କେବେ ସିନ୍ଦୁର ପିନ୍ଧାଇ ସଧବା ସଜାଏ କେବେ ଭାଙ୍ଗିଦିଏ ପାଣିକାଚ॥ ଦୁନିଆ ଆଗରେ ହସିବାକୁ ହୁଏ ଛାତି ତଳେ ରଖି କୋହ,ମନର କଥାକୁ କା ଆଗେ କହିବି କେହିବି ନିଜର ନୁହଁ ॥ ବଞ୍ଚି ରହିଥାଉ … Continue reading Dear Darling
Copy and paste this URL into your WordPress site to embed
Copy and paste this code into your site to embed