ଜୀବନର ଏଇ ରାସ୍ତାରେ ଚାଲୁଥିବା ବେଳେ ଆମେ ଏମିତି କିଛି ଲୋକଙ୍କ ସହ ଭେଟ ହୋଇଯାଏ। ସେମାନଙ୍କୁ ଆମେ ନିଜର ଭାବିନେଉ କିନ୍ତୁ ସମୟ ଆଉ ପରିସ୍ଥିତି ଏମିତି ଗୋଟେ ଜିନିଷ, ଯାହା ମଣିଷର ପ୍ରକୃତ ଚେହେରା କୁ ପଦାକୁ ଆଣିଦିଏ । ଯାହା ପାଇଁ ତୁମେ ଦିନ ରାତି ଏକ କରିଦିଅ, ଯାହା ପାଇଁ ତୁମେ ନିଜର ଆତ୍ମସମ୍ମାନକୁ ବି ପଛକୁ ପକେଇଦିଅ, ଶେଷରେ ସେହି ଲୋକ ହିଁ ତୁମକୁ ଏମିତି ଗୋଟେ କଥା କହିବ … Continue reading ଜୀବନ
Copy and paste this URL into your WordPress site to embed
Copy and paste this code into your site to embed