ଜୀବନ ଗଣିତରେ ତୁ ଆଉ ମୁଁ….

SIN²₀ + COS²₀= 1ଏ ଜୀବନ ଗଣିତ ରେମୁଁ ଯଦି SIN²₀ ହୁଏତୁମେ ମୋ COS²₀ ଆଉ ଆମେ ମିଶିଗଲେଏକ ହେବା ଛଡା଼ଆଉ କିଛି ଉପାୟ ନାହିଁ…। ଜୀବନର  କଠିନ EQUATION ରେସମୟ ଓ ପରିସ୍ଥିତି ର ₀ଯେତେ ବଦଳିଲେ ବିଆମ ଯୋଡ଼ି ର ମୁଲ୍ୟସବୁବେଳେ CONSTANTଆମ ସମ୍ପର୍କ କୌଣସି ସରଳ ରେଖା ନୁହେଁଯେ କିଛି ଦୁର ରେ ରାସ୍ତା ସରିଯିବବରଂଏହା ହେଉଛି ଏକ ସୁନ୍ଦର CIRCLEଯାହାର ନା ଆରମ୍ଭ ଅଛି ନା ଶେଷକେବଳ ଅଛି ଏକ … Continue reading ଜୀବନ ଗଣିତରେ ତୁ ଆଉ ମୁଁ….