ନୂତନ ସମ୍ଭାର…

ବର୍ତ୍ତମାନ ଅତୀତ ହେଲାପରେ‘ସମୃଦ୍ଧ ଇତିହାସ’ ପାଲଟି ଯାଇଥିଲାକେବେକେବେ ଖୁସିର-ପ୍ରେମର, ଲୁହର ..କେବେକେବେ ସଂଘର୍ଷର-ପ୍ରତ୍ୟାରଣାର-ଛଳନାର ସମୟର ମୁକ ସାକ୍ଷୀ ପାଲଟୁ ଥିବା ‘ ମୁଁ ‘ ତ୍ଵ ପାଖରେ ବନ୍ଦୀ ହୋଇ…।।  ଭବିଷ୍ୟତକୁ…… ପୂର୍ଣତୋୟା କରିବାକୁ ଯାଇ କେବେ ନ ଆସୁ ମନରେ ଅହଂକାର – ଈର୍ଷା – ଲୋଭର ଷଡଯନ୍ତ୍ର ।  ଜୀବନରେ ଭରିଦେଉ  ସୂର୍ଯ୍ୟ ର ସୁନେଲି କିରଣ, ଚଲାପଥ ନିଃକଣ୍ଟକ ମାର୍ଗ ଦର୍ଶକ ହୋଇଫେରି ଆସୁ ଶିଶୁର ଦରଦି ଓଠରେକଲ୍ଲୋଳ ଉଲ୍ଲାସ,  କୋମଳ ପାଦରେ … Continue reading ନୂତନ ସମ୍ଭାର…