ସନ୍ଦେହୀ ପ୍ରେମିକ

ସନ୍ଦେହୀ ପ୍ରେମିକ ମୁଁ ସନ୍ଦେହୀ ପ୍ରେମିକସନ୍ଦେହ କରେ ମୁଁ ,,,ଯେବେ ତୁମେ ହସି ହସି କଥା ହୁଅ କାହା ସହିତଯେବେ ତୁମ ଫୋନ୍ ରେ ବାରମ୍ବାର ନୋଟିଫିକେସନ୍ ଆସେଯେବେ ବାରମ୍ବାର କଲ୍ ପରେ ଫୋନ୍ ଲୁଚେଇ ସାଇଲେଣ୍ଟ କରଯେବେ ତୁମେ ମୋ ପ୍ରଶ୍ନ ର ଉତ୍ତର ନ ଦେଇ ଚୁପ୍ ରହିଯାଅ ମୁଁ ଅଧିକ ସନ୍ଦେହ କରେ…।ଲୋକେ କହନ୍ତିସନ୍ଦେହ ପ୍ରେମକୁ ନଷ୍ଟ କରିଦିଏ,,କିନ୍ତୁ କିଏ ଜାଣିଛି ନା କିଏ ବୁଝିଛି ?ତୁମ ପାଇଁ ମୁଁ କେତେ ଯେ … Continue reading ସନ୍ଦେହୀ ପ୍ରେମିକ