ଭାରି ମନେ ପଡେ ମୋ ପିଲାଦିନ (ପ୍ରଥମ)
ଭାରି ମନେ ପଡେ ସେ କାଗଜ ଡଙ୍ଗା,ରକେଟ୍ ଉଡା,ଟାୟାର ଗଡା,ଆଉ ଭାରି ମନେ ପଡେ ସେଲୁହା ବ୍ୟାଟେରୀ ରୁ ତିଆରି ହୋଇଥିବା ଟିଣ ଗାଡି । ଭାରି ମନେ ପଡେ ସେ ସାର୍ ଙ୍କ ଖଡ଼ି ଫିଙ୍ଗାଲେଟ୍ ହେଲେ କ୍ଲାସ୍ ବାହାରେ ଠିଆ ହେବା,ସୁପର୍ ମେନ୍ ର ତାସ୍,ଟିପ୍ ଟପ୍ ପେନ୍ ର ବନ୍ଧୁକ,ଆଉ ଭାରି ମନେ ପଡେ ସେରବର ପେନ୍ ର ବେଟ୍ ବଲ୍ ଖେଳ । ଭାରି ମନେ ପଡେ ସେ ସିଲଟ ଯୁଦ୍ଧ,ଖଡ଼ି … Continue reading ଭାରି ମନେ ପଡେ ମୋ ପିଲାଦିନ (ପ୍ରଥମ)
Copy and paste this URL into your WordPress site to embed
Copy and paste this code into your site to embed