କେତେ ଭଲ ଥିଲା ମୋ ପିଲାଦିନ,ଥିଲା ମୋର ଅବୟବ ଛୋଟ ଛୋଟ ପାଦ ଚିହ୍ନ। କାନ୍ଦି ଦେଲେ ପୂରଣ ହୁଏ ମନର ମୋ ସବୁ ଇଛା,ବାୟା ସାପ କୁ ଚଢ଼େଇ ଡରେ ଡରେ ମୁଁ କଙ୍କଡା ବିଛା । ପ୍ରାଚୀର ଉଦୟ ରବି କୁ ଦେଖିଲେ ଲାଗୁଥିଲା ଭଲ,ଭାବୁଥିଲି ମୁଁ କିଏ ରଖିଲା ଆକାଶ ରେ ଲାଲ୍ ବଲ୍ । ଖେଳୁ ଥିଲୁ ଗାଁ ପିଲାମାନେ ଏକାଠି ମିଶି,ଜାଣି ପାରୁନଥିଲୁ ଦିବାନିଶି କେମିତି ଆକାଶେ ଉଡେ ଶଶି। … Continue reading କେତେ ଭଲ ଥିଲା ମୋ ପିଲାଦିନ
Copy and paste this URL into your WordPress site to embed
Copy and paste this code into your site to embed