ସମସ୍ତେ ଅଲଗା ଅଲଗା ଆଶ୍ଵାସନା ଦେଇ କୁହନ୍ତିସବୁ ଠିକ୍ ହୋଇଯିବ, ଯାହା ହେଲା ବହୁତ୍ ଖରାପ ହେଲା , ଏମିତି ଲୋକ ଟିଏ ଦୁନିଆରେ ମିଳିବନି !!!! ଆଉ କେତେ କଣ ଆଶ୍ଵାସନା, କେତେ ଯେ ଶ୍ୱାନ୍ତନା,ହେଲେ ଏ ଶ୍ୱାନ୍ତନା କଣ ଚିର ଅମର ? ନା କେବଳ କିଛି ଦିନ ପାଇଁ ???ନା କେବଳ ସେ ଲୋକ ଟିକୁ ଭୁଲିବା ପାଇଁ ???କେବଳ ଶ୍ୱାନ୍ତନା ହିଁ ଦିଅନ୍ତି ସେମାନେ ! ସମସ୍ତେ ଜାଣନ୍ତି, କେହି ଏଠି … Continue reading ମିଛ ଶ୍ୱାନ୍ତନା
Copy and paste this URL into your WordPress site to embed
Copy and paste this code into your site to embed