ଆରେଞ୍ଜ୍ ମେରେଜ ର ପ୍ରଥମେ ଝିଅ କୁ କଣ ପଚାରିବେ ???

ଆରେଞ୍ଜ ମେରେଜ୍ ଆରେଞ୍ଜ ମେରେଜ୍ ରେ ଆପଣ ଯୋଉ ଝିଅ ଦେଖିବାକୁ ଯାଉଛନ୍ତି ତାଙ୍କୁ ପ୍ରଥମେ ବୁଝିବା ଦରକାର । ବହୁତ୍ ଥର ଲୋକେ ଝିଅ ଦେଖିବା କୁ ଯାଆନ୍ତି କିନ୍ତୁ ସେମାନେ ଝିଅ ସହ କଣ କଥା ହେବେ ଜାଣିପାରନ୍ତି ନାହିଁ। କେମିତି ଜାଣିବେ ଆରେଞ୍ଜ ମେରେଜ୍ ରେ ପୁଅ, ଝିଅ କୁ ଗୋଟିଏ କିମ୍ବା ଦୁଇଟି ଦେଖା ରେ ଝିଅ ବିଷୟରେ ସବୁ କିଛି ଜାଣିବାକୁ ଇଚ୍ଛା ରଖନ୍ତି । ତେଣୁ କିଛି ପ୍ରଶ୍ନ … Continue reading ଆରେଞ୍ଜ୍ ମେରେଜ ର ପ୍ରଥମେ ଝିଅ କୁ କଣ ପଚାରିବେ ???