ରିନା….

ସେଦିନ ରିନା ବହୁତ୍ ବିଚଳିତ ହୋଇ ପଡ଼ିଲା। ତା ପାଖରେ ଆଉ କିଛି ଉପାୟ ନଥିଲା । ରାଗରେ ଘରୁ ବାହାରି ଆସିଲା । ଲାଗୁଥିଲା ସେ ଆଜି ଘର ଛାଡ଼ି ଚାଲି ଯିବ । ତାର ମୁଣ୍ଡ କିଛି କାମ କରୁ ନଥିଲା । ସାଇକେଲ ପାଖକୁ ଯାଇ ଠିଆ ହେଲା ସେତେବେଳେ ଦାଣ୍ଡ ରେ ଠିଆ ହୋଇଥିବା କିଛି ବ୍ୟକ୍ତି କହିଲେ, କଣ ଲୋ ଏବେ ଆଉ ଥରେ କୁଆଡେ ବାହାରିଲୁ ??କଣ ନୂଆ … Continue reading ରିନା….