ଭ୍ରୁଣ ଟିଏ ମୁଁ…

ଜନ୍ମ ଦେଇ ମାଲୋ ପର ତୁ କରିଲୁମୁଁ କି ତୋହରି ନୁହଁ,ସେଥିପାଇଁ ମା କି ପର ବୋଲି ଭାବିପୋତି ଦେଲୁ ମୋର ଦେହ.. କେତେ ଆଶା ଥିଲା ଜନମିଲେ ମାଲୋ,କୁଆଁ କୁଆଁ ରାବ ଦେବି,ସେ ରାବକୁ ଶୁଣି ଖୁସି ହେବୁ ତୁ ଲୋତୋ ପାଇଁ ମୁକୁତା ହେବି… ଯୌବନ ଲାଳସା ପୂରଣ ପାଇଁ କି କଲୁ ପ୍ରେମ ଆଲିଙ୍ଗନ,ତୋର ଲାଳସାରୁ ଗର୍ଭରେ ରହିଲିଭୃଣେ ପଶିଲା ଜୀବନ… ହେଲେ ମା ତୋର ଟିକେ ଭୁଲ ପାଇଁ ଦେଲୁ ମୋତେ … Continue reading ଭ୍ରୁଣ ଟିଏ ମୁଁ…