ଦୁଃଖ ଲାଗେ ମୋତେ ଦେଖିଲେ ନୟନେଛୁଆଁ ଅଛୁଆଁ ର ନୀତି,ଉଚ୍ଚ ଆଉ ନୀଚ୍ଚ ଭାବନାରେ ଆମକଟୁ ଅଛି ଦିନ ରାତି… ନୀଚ୍ଚ କୂଳେ ଜନ୍ମ ପାଇଥାନ୍ତି ଯିଏମଣିଷ କି ସେହି ନୁହେଁ,ହରିଜନ ବୋଲି ନାମ ସେ ବୋଲାଏହରୀଙ୍କର ଭକ୍ତ ସିଏ… ତଥାପି ମଣିଷ ଅମଣିଷ ସମକରେ କେତେ ହତାଦର,ଛୁଇଁ ଦେଲେ କାଳେ ସୁଦ୍ଧ ନଷ୍ଟ ହେବମନେ ଥାଏ ୟାଙ୍କ ଡର… ଦେଖିଅଛି କେତେ ଗ୍ରାମେ ସେମାନଙ୍କୁମନ୍ଦିର କୁ ଯିବା ମନା,ଉଚ୍ଚ ଜାତିର ଏ କଠୋର ନିୟମଭାବନ୍ତି ନିଜକୁ … Continue reading ଉଚ୍ଚ ନୀଚ୍ଚ
Copy and paste this URL into your WordPress site to embed
Copy and paste this code into your site to embed