ଏତିକି କଥା ଥିଲା ମୋ ମନେ…

ସ୍ବପ୍ନ ଦେଖିବା ହିଁ ଭୁଲ ଥିଲାତୋ ପାଇଁ,କଣ ପାଇଁ ଆଶା ହୋଇ ଆସି ଥିଲୁମୋ ଦୁନିଆ କୁ..ମୁଁ ତ କେବେ କହିନିନା କେବେ କହିଛି..ତୋ ସାଥେ ଯିବା ଟା ହିଁ ଭୁଲ ଥିଲା..ମୁଁ ଜାଣେ ତୁ ଫେରେଇଦେବୁ ତୋର କାମ ସରିଗଲା ପରେ..କେବେ ଥରେ ଚିନ୍ତା କରିଛୁ ମୋ ପାଇଁଏବେ ତୋର ପରିବାର ବଡ ହୋଇଗଲା ଆଉ ମୁଁ ହିନ..ପ୍ରତାରଣା ନିଆଁ ରେ ଦୁହେଁ ଜଳିବା ପାଇଁ ଶପଥ କରିଥିଲେ ନା..କିନ୍ତୁ ଅଧା ବାଟେହାତ ଛାଡ଼ି ଯିବା … Continue reading ଏତିକି କଥା ଥିଲା ମୋ ମନେ…