ଅପେକ୍ଷା

ବିବାଦୀୟ ସ୍ଥିତିରେହାତ ଛାଡ଼ି ଚାଲି ଯିବା ଟାକେତେ ଦୂର ଠିକ୍ ହେଲା ?? ମୁଁ ବହୁ ଥର ପଚାରିଛିମୋ ମନକୁକିନ୍ତୁ ତୁ କେବେ ପଚାରିଛୁତୋ ସ୍ଵାର୍ଥପର ହୃଦୟକୁ ?? ସତ କହ ସତରେ କଣପ୍ରେମ କେବେ ଥିଲା ନା କେବଳଦେଖାଣିଆ ଆନ୍ତରିକ ?? ଏ ପ୍ରଶ୍ନ ର ଉତ୍ତର ମୁଁ ଆଜି ଯାଏଁ ଖୋଜି ପାଉନିକାରଣ କେବଳ ତୁ ?? ସତରେ ପ୍ରେମ ଟାକୁକଳଙ୍କ କରି ଦିଅନ୍ତିତୋ ଭଳି କେତେଟା ମଣିଷ ମାନେ,କହ ତ ଏଇଟା କଣଠିକ୍ … Continue reading ଅପେକ୍ଷା