ଭାରି ମନେ ପଡେ ମୋ ପିଲାଦିନ (ଦ୍ୱିତୀୟ)

ଭାରି ମନେ ପଡେ ସେ ଜାମୁନ କୋଳି,କଇଠ ଚଟଣୀ,କଲମୀ ଆମ୍ବ,ବେଲ ଅଠା ବୋଳା ମଜାଆଉ ଭାରି ମନେ ପଡେ ସେଖଜୁରୀ ରସ ର ହାଣ୍ଡି ଫଟା କଥା। ଭାରି ମନେ ପଡେ ସେ ଫୁଲ ରୁ ମହୁ ଶୋଷିବାସୁତୁଲିରେ ଭ୍ରମର ଉଡେଇବାନଡ଼ିଆ ପାତି ରେ ଏଣ୍ଡୁଅ ଧରିବାଗେଣ୍ଡଳିଆ କୁ ପଇସା କରି ବିକିବାଆଉ ଭାରି ମନେ ପଡେ ସେଚଷା ପୁଅ ସାପ କୁ ପକେଟ୍ ରେ ଧରି ବୁଲିବା । ଭାରି ମନେ ପଡେ ସେ ଶ୍ରୀକୃଷ୍ଣ … Continue reading ଭାରି ମନେ ପଡେ ମୋ ପିଲାଦିନ (ଦ୍ୱିତୀୟ)