ସ୍ବପ୍ନ ସୁନ୍ଦରୀ

ତୁମ ରୂପ ପ୍ରିୟା ସତେ ରୂପାଚାନ୍ଦ ଜୋଛନା ପଡୁଛି ଝରି,ସ୍ୱର୍ଗ ଅପସରା ଝାଉଁଳିବେ ସବୁ ତୁମ ଆଗେ ଫୁଲ ପରି … ଲାଜ ଲାଜ ଓଠେ ଡାକିଦେଲେ ତୁମେ ଫଗୁଣ ଆସୁଛି ଫେରି,ବାସ୍ତବରେ ଆସି ଦର୍ଶନ ଦିଅ ହେ ମୋ ପ୍ରିୟା ସ୍ଵପ୍ନ ସୁନ୍ଦରୀ ।। ସତେ ପ୍ରିୟା ତୁମେ ସଜ ଫୁଟା ଫୁଲ ବାସ ତ ଯାଉଛି ଝରି,ସେହି ଫୁଲକୁ ମୁଁ ସାଇତି ରଖିବି ଦେଖୁଥିବି ମନ ଭରି … ଶୋଇଗଲେ ଦେଖେ ତୁମକୁ ସପନେ … Continue reading ସ୍ବପ୍ନ ସୁନ୍ଦରୀ