ଯେବେ ଜନ୍ମ ହୁଏ ଛୋଟ ଶିଶୁଟିଏ ପୁରି ଉଠେ ମାଆ ମନ, କାହିଁକି ନା ସିଏ ଗର୍ଭେ ଧରିଥାଏ ଦଶ ମାସ ଦଶ ଦିନ..! ମାଆ ଗର୍ଭ ଛାଡି ଯେତେବେଳେ ସିଏ ପୃଥିବୀ ପୃଷ୍ଠରେ ପଡ଼େ, ମାଆ ମାଆ ବୋଲି ଡ଼ାକି ନ ପାରି ସେ କୁଆଁ କୁଆଁ ହୋଇ ରଡ଼େ.. ! କିଛିଦିନ ପରେ ସେ ଜନ୍ମିତ ଶିଶୁ ମାଆ ଡାକ ଯାଏ ଶିଖି, ତା କୁନି ପାଦରେ ବାଟ ଚାଲିଥାଏ ମାଆ ହାତେ ହାତ … Continue reading ଶିଶୁଟିଏ
Copy and paste this URL into your WordPress site to embed
Copy and paste this code into your site to embed