ସୂତୁଲି ବମ୍

ଆଜକୁ ଠିକ୍ ୧୦ ବର୍ଷ ତଳେ । ଦୀପାବଳି ର ଦିବସ । ମୋର ସାଙ୍ଗ ଛୁଟି ନେଇ ଗାଁ କୁ ଆସିଥାଏ । ମୁଁ ସେତେବେଳେ ୟୁନିଟ ରେ ଥିଲି । ସନ୍ଧ୍ୟାବେଳେ ସମସ୍ତେ ବାଣ ଫୁଟାଇବା ରେ ବ୍ୟସ୍ତ ଏବଂ ପ୍ରାୟ ଏକ ଘଣ୍ଟା ପରେ ବାଣ ସରିଗଲା ଏବଂ ସମସ୍ତେ ଖାଇବା ପରେ ବେଡ୍ ରେ ଆସି ବସି ଥିଲୁ । ହଠାତ୍ ଗୋଟିଏ ନୂଆ ନମ୍ବର୍ ରୁ କଲ୍ ଆସିଲା । … Continue reading ସୂତୁଲି ବମ୍