ବୁଦ୍ଧି ହୀନ ଲୋକ ମାନଙ୍କ ପାଇଁ ପଦେ…

ଆପଣମାନେ ଗୀତରେ ଶୁଣିଥିବେ “ଲକ୍ଷେ ଶିବ ପୂଜି ପାଇଥିଲି ପୁଅ ,କିନ୍ତୁ ପୁଅ ଚାହିଁଲା ନାହିଁ ମୋ ମୁହଁ “। ୟା ଅର୍ଥ ଏହା ଯେ ମା ଟି ପୁଅ ଟିଏ ପାଇବା ପାଇଁ କେତେ ଜପ କେତେ ତପ କରିଥିଲା । ହେଲେ କେବେ ଆପଣ ମାନେ ଶୁଣିଛନ୍ତି କି ??? ଝିଅ ଟିଏ ପାଇଁ କିଏ କେବେ ଭଗବାନଙ୍କୁ ପାର୍ଥନା କରିଛି? ନାହିଁ !!! ଏହାର କାରଣ ଏହା ଯେ,,, ସମସ୍ତଙ୍କର ମନରେ ସେହି … Continue reading ବୁଦ୍ଧି ହୀନ ଲୋକ ମାନଙ୍କ ପାଇଁ ପଦେ…