ସେଇ ପୁରୁଣା ଚେହେରା…

ତୁମ ଗାଁ ରାସ୍ତା ମନ୍ଦିର ବେଢାରେତୁମ ସହ ଦେଖା ହେଲା,ନୁଖୁରା ଚୁଟିଅଞ୍ଚଳିରୁ ଖସି ପଡ଼ିଥିବା ଲୁଗା ଲାଗୁଥିଲା ବ୍ୟସ୍ତ ବିବ୍ରତ ମଧ୍ୟାହ୍ନର ଖରାରେ ଓଠ ଛୁଇଁ ଯାଏ କେତେ ଟୋପା ଝାଳ ;ଏହା ହିଁ ତୁମ ପ୍ରତି ମୋ ଦୁର୍ବଳତାର ପ୍ରଥମ ସୋପାନ। ଈଷତ୍ ଗୋଲାପି ଘଣ୍ଟାକୁ ଦେଖିବ୍ୟସ୍ତ ହୋଇ ପଡୁଥିଲ ବୋଧେ ହୁଏ ସମୟଟା ତୁମ ପାଇଁ ବହୁତ୍ ଆଗକୁ ଚାଲିଯାଇଛି,ନିଜକୁ ସଜାଡୁ ସଜାଡୁ ତୁମର ସେ ଖୋଜିଲା ଆଖିଅଟକି ଗଲା “ମୋ ପାଖରେ”ତୀକ୍ଷଣ ନଜରଓଠ … Continue reading ସେଇ ପୁରୁଣା ଚେହେରା…