ସମୟ 02:10 ଟ୍ରେନ ଠିକ୍ ଟାଇମ ରେ ରାଉରକେଲା ରୁ ବାହାରିଲା । ସସ୍ମିତା ଭୁବନେଶ୍ୱର ରେ ଗୋଟିଏ ଘରୋଇ ଆଇଟି କମ୍ପାନୀ ରେ ଚାକିରୀ କରେ । ବେଶ ଭୁଷା କହିବାକୁ ଗଲେ । ନୀଳ ଫେଡ଼ ଜିନ୍ସ ରେ ଅଳ୍ପ ଅଳ୍ପ ରାଫ ଅଛି ଏବଂ ଲାଲ ରଙ୍ଗର ଟପ୍ ସହିତ କଳା ଚଷମା ଟିଏ ପିନ୍ଧି ଥାଏ । ଦୁଇ ଦିନ ପୂର୍ବରୁ ରାଉରକେଲା ରେ ଗୋଟିଏ ସାଙ୍ଗ ର ବିବାହ ରେ … Continue reading ଧରମ ଭାଇ…
Copy and paste this URL into your WordPress site to embed
Copy and paste this code into your site to embed