ହଜିଲା ଅତୀତ…

ପ୍ରିୟା ମୋର ହଜିଗଲୁ ସବୁଦିନ ପାଇଁ ଦେଖାହେବ ପୁଣି କେବେ ଜମା ଜାଣି ନାହିଁ… କେତେ ପ୍ରତିଶୃତି ତୁ ଦେଇଥିଲୁ ମିଛରେ ସତ ଭାବି ସିନ୍ଦୂର ମୁଁ ଦେଇଥିଲି ମଥାରେ… ସେ ସିନ୍ଦୂର ପୋଛି ଦେଲୁ ଭୁଲି ଆମ ପ୍ରେମକୁ ଭାଙ୍ଗି ଦେଇ ହୃଦୟ ମୋ ଚାଲିଗଲୁ ଦୂରକୁ… ତୁ ସିନା ଚାଲିଗଲୁ ତୋ ପରି ରାଇଜେ ପରି ରାଇଜକୁ ଯାଇ ରହିଲୁ ତୁ ମଉଜେ… ତୋତେ ଖୋଜି ଖୋଜି ଆଜି ପାଗଳ ମୁଁ ହୋଇଛି ଶରୀର … Continue reading ହଜିଲା ଅତୀତ…