ମାଟିର ବାସ୍ନା…

ବର୍ଷାର ଶୀତଳ ସ୍ପର୍ଶରକ୍ତରେ ରୋମାଞ୍ଚ ଖେଳାଇଦିଏନିଃଶ୍ୱାସ କୁ ଉଷ୍ମ କରିଦିଏମୁକୁଳା କେଶ ପରିବର୍ଷାର ପ୍ରତ୍ୟେକଟି ବିନ୍ଦୁମାଟିର ଆଲିଙ୍ଗନରେଭିଜା ମାଟି ର ବାସ୍ନାରେଫେରି ଆସେ ଗ୍ରୀଷ୍ମ ର ଦାହରେଦହନ ହୋଇଥିବା ଅତୀତପୁଲକି ଉଠେଆଦ୍ୟ ତରୁଣ ବର୍ଷାର ଛୁଆଁରେ ।ସତ ଶଯ୍ୟାର ନାୟିକା ରୂପେସଜାଇ ଦିଏ ନିଜକୁକେବେ ଅନାବିଳ ପ୍ରେମ ବନ୍ୟାରେ ତକେବେ ଅଭିମାନର ମରୁଡ଼ିରେସେହି ଭିଜା ମାଟିର ବାସ୍ନା ପାଇଁସେହି ଭିଜା ମାଟିର ବାସ୍ନା ପାଇଁ ମାଟିର ବାସ୍ନା ପାଇଁ………. ମନୋଜ କୁମାର ବେହେରା ଙ୍କ ଦ୍ଵାରା ଲିଖିତ…