ପାଣି ନୁହଁ ସେ ଗଙ୍ଗା ପାଣି

ଜୀବନରେ ମଣିଷ ତାର ବହୁତ କଷ୍ଟ ଓ ନିଷ୍ଠାର ସହ କାମ କରି ତା ଜୀବନ ଶୈଳୀକୁ ଛୋଟ ରୁ ବଡ଼ କରି ଥାଏ । ତେବେ କାହାଣୀ ଆରମ୍ଭ ହୁଏ ମାଣିକପୁର ନାମକ ଛୋଟିଆ ଗାଁ ରୁ । ମହେନ୍ଦ୍ର ବାବୁ ଙ୍କ ଛୋଟ ପରିବାର, ମୂରବୀ ରୂପରେ ଘରକୁ ଦୃଢ଼ କରି ରଖିଥିଲେ। ପରିବାର ରେ ସ୍ତ୍ରୀ ମିରା, ପୁଅ ଲିଟୁ ଓ ଝିଅ ଲିପ୍ସା । ମହେନ୍ଦ୍ର ବାବୁ ଜଣେ କୃଷକ ତାଙ୍କ … Continue reading ପାଣି ନୁହଁ ସେ ଗଙ୍ଗା ପାଣି