ସ୍ପର୍ଶ….

ବନାଗ୍ନିରୁ ମୁକୁଳିଥିବା ପଥିକ କହିଥିବାନିଘଞ୍ଚ ଜଙ୍ଗଲର କରୁଣ ଚିତ୍ରପଟଥରାଇ ଦିଏ ଶରୀର କୁସବୁଜିମା ବଦଳି ଯାଇଥାଏଅମାବାସ୍ୟା ର ରାତ୍ରି ଠାରୁଆହୁରି ଭୟଙ୍କର ।ନା ଶୁଭେ ଝିଙ୍କାରି ର ଶବ୍ଦ ନାନା ଶୁଭେ ପକ୍ଷୀ ଙ୍କ କଳେରବ,ଶୁଖି ଯାଇଥିବା ଗଛ ର ପତ୍ରଝରିପଡେ ଦରପୋଡ଼ା ଗଛରୁ ।ଗଛର ବଉଳ ବାସ୍ନାରେ ଦିନେମତୁଆଲା କରୁଥିଲାଆଜି କିନ୍ତୁ ଲୁଚେଇ ରଖିଛିତାର ପୋଡ଼ା ଗନ୍ଧରେକେବେ ମୌସୁମୀର ଶୀତଳ ଛୁଆଁରେପାଇଯିବ ପୁନଃ ପ୍ରାପ୍ତ ତରୁଣବଦଳି ଯିବ ଚିତ୍ରପଟକଅଁଳ ପତ୍ରର ଆଲିଙ୍ଗନରେ… ମନୋଜ କୁମାର ବେହେରା … Continue reading ସ୍ପର୍ଶ….