ତୋର ଏ ତ୍ରିରଙ୍ଗା ବାନା ହଁ ଉଡୁଛିନୀଳ ଏ ଗଗନେ ଆଜିତ୍ରିରଙ୍ଗା ତିନି ରଙ୍ଗରେ, ହଁ ସଭିଏଁଖୁସିରେ ଯାଆନ୍ତି ହଜି…. ଆଜି ଆମ ପାଇଁ, ଖୁସିର ଉଲ୍ଲାସଜୀବନ ତ ଆମ ହୋଇଛି ସରଶଗାଇବୁ,,, ଗାଇବୁ,,, ତୋହରି ନାଁ… ତୁ ଆମ ଭାରତ ମାତାତୋ ଚରଣେ ଆମ ମଥାନହିଁ ବନି କେବେ ଜମା ବିଦେଶୀ ଆଗେ… ତୋହରି ଆଶୀଷ ବଳେସ୍ଵାଧୀନ ହେଲୁ ସକଳେସଦା ଥାଉ ତୋର କୃପା କରୁଣା ମାଗେ…| ୧ | ତୋହରି ବକ୍ଷରେ ଜନମିଲେ କେତେଗାନ୍ଧୀ … Continue reading ମୋ ତ୍ରିରଙ୍ଗା….
Copy and paste this URL into your WordPress site to embed
Copy and paste this code into your site to embed