ପୁରୁଣା ଦିନ…

ମୁଖରେ ମିଛର ହସ ଆଉ ହୃଦୟରେ ଗଭୀର ଯନ୍ତ୍ରଣା ନେଇ ଜୀବନ ବିତାଇବା ଭାରି କଷ୍ଟ,ଇଛା ହୁଏ ଦୁନିଆର ଭିଡ ଭିତରୁ ବହୁ ଦୁରକୁ ଯାଇ ସବୁ ଦିନ ପାଇଁ ହଜି ଯାଆନ୍ତି କି?ଜୀବନର ସବୁ ଦାୟୀତ୍ୱ ରୁ ମୁକ୍ତ ହୋଇ ଅନନ୍ତ ନିଦ୍ରାରେ ଚିର ଦିନ ପାଇଁ ଶୋଇ ଯାଆନ୍ତି କି? ଗାଁର ବଣ ପର୍ବତ ଛାଡି ବହୁ ଦୂରରେ ଆଜି ସହରର ପ୍ରଦୂଷଣ ବାତାବରଣରେ,ଇଛା ହୁଏ ପୁଣି ସେହି ଜନ୍ମଭୁମିକୁ ଫେରି ଯାଆନ୍ତି କି?ସନ୍ଧ୍ୟା … Continue reading ପୁରୁଣା ଦିନ…