ସେ ଝିଅ ଟିଏ….

ସେ ଏକ ଅବୁଝା କବିତା ରହସ୍ୟ ମୟୀ ଧାରା କେବେ ହୁଏ ଶାନ୍ତ ନଦୀ କେବେ ସାଜେ ନିଆଁ ପରା…!! ଓଠରେ ତାର ହସର ଫୁଲ,ହେଲେ ହୃଦୟେ ଲୁହର ସାଗର,ନିଜେ ଜଳି ସେ ଆଲୋକ ଦିଏ,ସାଜି ସେହ୍ନ ର ଏକ ଜାଗର….!! କିଏ କହେ ସେ ଅବଳା?ସେ ପରା ଶକ୍ତି ର ଏକ ଆଧାର,ସୃଷ୍ଟିର ସେ ଆଦି ବିନ୍ଦୁ,ସେ ହିଁ ସଂସାର ର ସାର…..!! ବାପାଙ୍କର ସେ ଗର୍ଵ ଅଟେ,ପୁଣି ସେ ଘରର ଲକ୍ଷ୍ମୀ,ସହିବାରେ ସେ ଧରିତ୍ରୀ … Continue reading ସେ ଝିଅ ଟିଏ….