

ଅଭିମନ୍ୟୁ ସ୍ବାଇଁ
ସେ ଜଣେ ସୁଦକ୍ଷ ବ୍ୟକ୍ତି ସହିତ ଗୋଷ୍ଠୀ ମଧ୍ୟରେ ତାଙ୍କର ନୂତନ ଅବଦାନ ସ୍ୱରୂପ ତାଙ୍କର ପ୍ରତ୍ଯେକ ଟି କାର୍ଯ୍ୟ ଅତୁଳନୀୟ । ବର୍ତ୍ତମାନ ସୁଦୂର ସୁରତ (ଗୁଜରାତ) ରେ ନିଜର କୌଶଳ ଭିତ୍ତିକ ସ୍ଵ-ମାଲିକାନା ରେ ନିଜର ପୋଷାକ ଜନିତ କାର୍ଯ୍ୟ ଭିତିକ ଷ୍ଟୋର ରେ କାର୍ଯ୍ୟରତ ।
ଯୋଗାଯୋଗ : +91 97258 29192

ପ୍ରିୟବ୍ରତ ସ୍ବାଇଁ
ସେ ଜଣେ ସୁଦକ୍ଷ ବ୍ୟକ୍ତି ସହିତ ଗୋଷ୍ଠୀ ମଧ୍ୟରେ ତାଙ୍କର ସମ୍ପାଦକ ରୂପରେ ଅବଦାନ ଅତୁଳନୀୟ । ବର୍ତ୍ତମାନ ରାଜଧାନୀ ଭୁବନେଶ୍ଵର ରେ ନିଜର କୌଶଳ ଭିତ୍ତିକ ସ୍ଵର୍ଣ୍ଣ ଏବଂ ରୌପ୍ୟ ବ୍ୟବସାୟୀକ ସଂସ୍ଥାନ ହଲମାର୍କ ଅର୍ଣାମେଣ୍ଟ ରେ ସେ କାର୍ଯ୍ୟରତ।
ଯୋଗାଯୋଗ : +91 90402 05186

ବୁଲୁ ଭୂୟାଁ
ସେ ଗୋଷ୍ଠୀ ର ସଭାପତିତ୍ବ ଭାବେ ସମ୍ପାଦନ କରନ୍ତି । ବର୍ତ୍ତମାନ ସେ ସୁଦୂର ପଶ୍ଚିମ ବଙ୍ଗଳା ରେ କୋଲ୍ ମାଇନ୍ସ ର ସରକାରୀ ସଂସ୍ଥାନ ରେ କାର୍ଯ୍ୟରତ।
ଯୋଗାଯୋଗ : +91 89180 47457

ସଞ୍ଜୟ ଭୂୟାଁ
ସେ ଗୋଷ୍ଠୀ କୁ ଗଢି ତୋଳିବାରେ ପ୍ରଥମ ନିମ୍ବ ରଖିବା ବ୍ୟକ୍ତି ଜଣଙ୍କ ମଧ୍ୟରୁ ଜଣେ । ସେ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶ ରେ ଘରୋଇ ସଂସ୍ଥାନ ରେ ଉତ୍ତମ ଠିକାଦାର ଭାବେ କାର୍ଯ୍ୟରତ। ତାଙ୍କ ଅଧୀନ ରେ ବହୁ ବ୍ୟକ୍ତି ରହି କାର୍ଯ୍ୟ କରୁଛନ୍ତି ।
ଯୋଗାଯୋଗ : +91 98619 81015

ମିହିର କାନ୍ତ ସ୍ୱାଇଁ
ସେ ଓଡ଼ିଶା ସରକାର ଙ୍କ ଦ୍ଵାରା ପ୍ରଦତ୍ତ ଉତ୍ତମ ଚାଳକ ରୂପରେ ଦୈନନ୍ଦିନ କାର୍ଯନିର୍ବାହୀ କରୁଛନ୍ତି । ବର୍ତ୍ତମାନ ଗ୍ରାମରେ ରହି ସମୟ ସମୟରେ ଗୋଷ୍ଠୀର ସମସ୍ତ କାର୍ଯ୍ୟ ରେ ନିଜର ମୂଲ୍ୟବାନ ସମୟ ଦେଉଛନ୍ତି।
ଯୋଗାଯୋଗ : +91 82496 73965

ବିଧୂ ଡାକୁଆ
ସେ ଜଣେ ପରୋପକାରୀ ସହିତ ସମସ୍ତ କାର୍ଯ୍ୟ କୁ ନିଷ୍ଠାବାନ ରୂପରେ ଗୋଷ୍ଠୀ ର କାର୍ଯ୍ୟ କୁ ନିର୍ବହନ କରନ୍ତି । ବର୍ତ୍ତମାନ ସେ ଭାରତ ସରକାର ଙ୍କ ଦ୍ଵାରା ଚାଳିତ BSNL ସଂସ୍ଥାନ ରେ କାର୍ଯ୍ୟରତ ।
ଯୋଗାଯୋଗ : +91 63721 63280

ତରଣି ସେନ ଭୂୟାଁ
ସେ ଜଣେ ଦେଶ ର ଯବାନ ରୂପରେ ଅର୍ଦ୍ଧ ସାମରିକ ବାହିନୀ ରେ ହାବିଲଦାର ପଦରେ ପଦସ୍ଥ । ବର୍ତ୍ତମାନ ଦେଶ ର ଉତ୍ତର ପୂର୍ବ ସିମାବର୍ତ୍ତି ରାଜ୍ୟ ନାଗାଲାଣ୍ଡ ରେ ନିଜ ଦାୟିତ୍ୱ ରୂପକ କାର୍ଯ ନିର୍ବାହ କରୁଛନ୍ତି ।
ଯୋଗାଯୋଗ : +91 91011 35512

ଜଳନ୍ଦ୍ର ପ୍ରଧାନ
ସେ ଜଣେ ପାରମ୍ପରିକ ସ୍ୱରୂପ ଗୋଷ୍ଠୀ ର ସମସ୍ତ କାର୍ଯ୍ୟରେ ନିଜକୁ ପଦାର୍ପଣ କରିଥାନ୍ତି । ବର୍ତ୍ତମାନ ସେ ଆନ୍ଧ୍ର ପ୍ରଦେଶ ରେ କମାନି ଫିଟର ମେକାନିକ ରୂପରେ କାର୍ଯ୍ୟରତ ।
ଯୋଗାଯୋଗ : +91 63705 16608

ଅମୟ ଜେନା
ସେ ଗ୍ରୁପ୍ ର ଜଣେ ଦାୟିତ୍ୱ ବାନ୍ ବ୍ୟକ୍ତି ରୂପରେ ପରିଚିତ। ବର୍ତ୍ତମାନ ଝାଡ଼ଖଣ୍ଡ ରେ ଘରୋଇ କମ୍ପାନୀ ରେ ଚାଳକ ରୂପରେ କାର୍ଯ୍ୟରତ ।
ଯୋଗାଯୋଗ : +91 93374 97938

ଅନନ୍ତ କୁମାର ଭୂୟାଁ
ସେ ଗୋଷ୍ଠୀ ପାଇଁ ସଦା ସର୍ବଦା ତତ୍ପର ଅଟନ୍ତି । ବର୍ତ୍ତମାନ ନିଜ ବ୍ୟବସାୟୀକ ରୂପକ ଗୋଟିଏ ହାଇଡ୍ରୁଲିକ ମେକାନିକ୍ ଭାବେ ସ୍ଥାନୀୟ ବୁଗୁଡ଼ା ରେ ନିଜ ରେପାଇରିଂ ଷ୍ଟୋର ରେ ସେ କାର୍ଯ୍ୟ କରନ୍ତି ।
ଯୋଗାଯୋଗ : +91 93370 65565

ଅଶୋକ ଡାକୁଆ
ସେ ଗୋଷ୍ଠୀ ରେ ସମୟ ସମୟରେ ନିଜର ଦାୟିତ୍ୱ ତୁଲାଇ ଥାଆନ୍ତି। ବର୍ତ୍ତମାନ ରାଜଧାନୀ ଭୁବନେଶ୍ଵର ରେ ନିଜର କୌଶଳ ଭିତ୍ତିକ ଗୋଟିଏ ଘରୋଇ ସାଲୋନ ରେ ସର୍ବୋତ୍କୃଷ୍ଟ ନାପିତ ରୂପେ କାର୍ଯ୍ୟରତ।
ଯୋଗାଯୋଗ : +91 94398 08984

ସଞ୍ଜିବ କୁମାର ଭୂୟାଁ
ସେ ଜଣେ ଦେଶ ପ୍ରେମୀ ରୂପକ ଭାରତୀୟ ଜଳ ବାହିନୀ ଅନ୍ତର୍ଭୁକ୍ତ ତଟରକ୍ଷୀ ବାହିନୀ ରେ ପଦସ୍ଥ। ବର୍ତ୍ତମାନ ଗୁଜରାଟ ସ୍ଥିତ ତଟରକ୍ଷୀ ବାହିନୀ ୟୁନିଟ୍ ରେ କାର୍ଯ୍ୟରତ।
ଯୋଗାଯୋଗ : +91 88950 72093

ଦୁଷ୍ମନ୍ତ ଜେନା
ସେ ମଧ୍ୟ ଗୋଷ୍ଠୀ ର ନିମ୍ବ ରଖିବାରେ ସଦସ୍ୟ ଙ୍କ ମଧ୍ୟରୁ ଜଣେ। ସେ ବୁଗୁଡ଼ା ସ୍ଥିତ ଘରୋଇ ସଂସ୍ଥା ରେ Excavator Operator ରୂପରେ କାର୍ଯ୍ୟରତ।
ଯୋଗାଯୋଗ : +91 89260 78571

ଗିରିଧାରୀ ଜେନା
ସେ ମଧ୍ୟ ଗୋଷ୍ଠୀ ପ୍ରତି ଦାୟିତ୍ବ ବାନ ବ୍ୟକ୍ତି ରୂପରେ ନାମିତ। ସେ ବର୍ତ୍ତମାନ ନିଜେ ଚାଳକ ରୂପେ ପରିଚିତ ତଥା ସେ Excavator Operator ରୂପରେ ମଧ୍ୟ କାର୍ଯ୍ୟରତ।
ଯୋଗାଯୋଗ : +91 84570 80902

ନୀଳମାଧବ ଭୂୟାଁ
ସେ ଜଣେ ଲେଖକ ଏବଂ ସୁବକ୍ତା ତଥା କୋଷାଧ୍ୟକ୍ଷ ରୂପେ ପରିଚିତ। ସେ ଭାରତ ସରକାର ଙ୍କ ଅର୍ଦ୍ଧ ସାମରିକ ବାହିନୀ ର ମଧ୍ୟ ଜଣେ ଯବାନ, ବର୍ତ୍ତମାନ ତାମିଲ ନାଡୁ ସ୍ଥିତ ଆରାକୋଣମ ବାଟାଲିୟନ ରେ କାର୍ଯ୍ୟରତ।
ଯୋଗାଯୋଗ : +91 81781 21356

ମିଥୁନ ଜେନା
ସେ ମଧ୍ୟ ଗୋଷ୍ଠୀ ପ୍ରତି ସର୍ବଦା ତତ୍ପର ଅଟନ୍ତି । ବର୍ତ୍ତମାନ ଗୁଜରାଟ ସ୍ଥିତ ତନ୍ତ ଶିଳ୍ପ ଯୁକ୍ତ ଘରୋଇ କମ୍ପାନୀ ରେ କାର୍ଯ୍ୟରତ।
ଯୋଗାଯୋଗ : +91 82495 03570

ବନମାଳୀ ସ୍ୱାଇଁ
ସେ ଜଣେ କଠିନ ପରିଶ୍ରମୀ ଭାବେ ପରିଚିତ, ପ୍ରତ୍ୟେକ କାର୍ଯ୍ୟରେ ସେ ଉଚିତ୍ ଭାବେ ତୁଲାଇ ଥାଆନ୍ତି। ବର୍ତ୍ତମାନ ଆନ୍ଧ୍ର ପ୍ରଦେଶ ରେ ଘରୋଇ କମ୍ପାନୀ ରେ ଅଟୋ ମେକାନିକାଲ ଭାବେ କାର୍ଯ୍ୟରତ।
ଯୋଗାଯୋଗ : +91 86581 86339

ରବିନ୍ଦ୍ର ନାଥ ବିଷୋୟୀ
ସେ ଗୋଷ୍ଠୀ ର ଉତ୍ତମ ଦାୟିତ୍ଵ ଏବଂ ଗୋଷ୍ଠୀ ର ପରିଚାଳକ ରୂପେ ପରିଚିତ। ବର୍ତ୍ତମାନ ଭାରତ ର ରାଜଧାନୀ ଦିଲ୍ଲୀ, ନୋଏଡା ସ୍ଥିତ ଗୋଟିଏ ଅନ୍ତର୍ଦେଶୀୟ ସଫ୍ଟୱେର କମ୍ପାନୀ ରେ ସଫ୍ଟୱେର ଇଞ୍ଜିିନିୟର ରୂପରେ କାର୍ଯ୍ୟରତ।
ଯୋଗାଯୋଗ : +91 80187 62448

କୃଷ୍ଣ ଚନ୍ଦ୍ର ଜେନା
ସେ ଜଣେ ଗୋଷ୍ଠୀ ପ୍ରତି ଦାୟୀତ୍ବ ବାନ ଅଟନ୍ତି। ବର୍ତ୍ତମାନ କେରଳ ସ୍ଥିତ ମଣପୁରମ୍ ବ୍ୟାଙ୍କ୍ ରେ ନିଜର କୌଶଳ ଭିତ୍ତିକ ସ୍ଵର୍ଣ୍ଣ ଏବଂ ରୌପ୍ୟ ବ୍ୟବସାୟୀକ ସଂସ୍ଥାନ ରେ ସେ କାର୍ଯ୍ୟରତ।
ଯୋଗାଯୋଗ : +91 97779 11458

ବିନାୟକ ଭୂୟାଁ
ସେ ଜଣେ ପରିଶ୍ରମୀ ତଥା ଗୋଷ୍ଠୀ ପ୍ରତି ତତ୍ପର ଅଟନ୍ତି। ବର୍ତ୍ତମାନ ଆନ୍ଧ୍ର ପ୍ରଦେଶ ଗୋଟିଏ ଘରୋଇ କମ୍ପାନୀ ରେ ଫେବର୍ ଅପରେଟର ରୂପରେ ସେ କାର୍ଯ୍ୟରତ।
ଯୋଗାଯୋଗ : +91 76098 16008

ସୁରେନ୍ଦ୍ର ଜେନା
ସେ ଜଣେ ଗୋଷ୍ଠୀ ର ଉତ୍ତମ ଏବଂ କଠିନ ପରିଶ୍ରମୀ ଭାବେ ପରିଚିତ। ବର୍ତ୍ତମାନ ସେ ମଧ୍ୟ ପ୍ରଦେଶର ଘରୋଇ ସଂସ୍ଥା ରେ Excavator Operator ରୂପରେ କାର୍ଯ୍ୟରତ।
ଯୋଗାଯୋଗ : +91 88614 33612

ରିଙ୍କୁ ସ୍ୱାଇଁ
ସେ ଗୋଷ୍ଠୀ ପ୍ରତି ସର୍ବଦା ତତ୍ପର ଅଟନ୍ତି । ବର୍ତ୍ତମାନ ସେ ବୁଗୁଡ଼ା ସ୍ଥିତ ନିଜ ମାଲିକାନା ରେ ଡି.ସି. ଇଲେକ୍ଟ୍ରିାଲ, ଅଟୋ ମେକାନିକାଲ ଷ୍ଟୋର ରେ ସେ କାର୍ଯ୍ୟରତ।
ଯୋଗାଯୋଗ : +91 94390 18026

ରଞ୍ଜନ କୁମାର ଭୂୟାଁ
ସେ ଗ୍ରୁପ୍ ର ଜଣେ ଦାୟିତ୍ୱ ବାନ୍ ବ୍ୟକ୍ତି ରୂପରେ ପରିଚିତ। ବର୍ତ୍ତମାନ ସେ ଆନ୍ଧ୍ର ପ୍ରଦେଶ ସ୍ଥିତ ଘରୋଇ କମ୍ପାନୀ ଜେସିବି ଏବଂ ରୋଲର ଅପରେଟର୍ ରୂପରେ କାର୍ଯ୍ୟରତ ।
ଯୋଗାଯୋଗ : +91 82497 87733

ଶ୍ରୀମନ୍ତ ଖଣ୍ଡେଇ
ସେ ଜଣେ ଗୋଷ୍ଠୀ ର ଉତ୍ତମ ଏବଂ କଠିନ ପରିଶ୍ରମୀ ଭାବେ ପରିଚିତ। ବର୍ତ୍ତମାନ ସେ ତାମିଲ ନାଡୁ ସ୍ଥିତ ଘରୋଇ ସଂସ୍ଥା ରେ Excavator Operator ରୂପରେ କାର୍ଯ୍ୟରତ।
ଯୋଗାଯୋଗ : +91 76768 16921

ଗଣେଶ ଭୂୟାଁ
ସେ ଜଣେ ପରିଶ୍ରମୀ ତଥା ଗୋଷ୍ଠୀ ପ୍ରତି ସର୍ବଦା ତତ୍ପର ଅଟନ୍ତି। ବର୍ତ୍ତମାନ ଆନ୍ଧ୍ର ପ୍ରଦେଶ ଗୋଟିଏ ଘରୋଇ କମ୍ପାନୀ ରେ ଡି.ସି. ଇଲେକ୍ଟ୍ରିାଲ, ଅଟୋ ମେକାନିକାଲ ଭାବେ କାର୍ଯ୍ୟରତ।
ଯୋଗାଯୋଗ : +91 96686 38972

ଜଗା ଜେନା
ସେ ମଧ୍ୟ ଗୋଷ୍ଠୀ ପ୍ରତି ଦାୟିତ୍ବ ବାନ ବ୍ୟକ୍ତି ରୂପରେ ନାମିତ। ସେ ବର୍ତ୍ତମାନ ବୁଗୁଡ଼ା ସ୍ଥିତ ଗୋଟିଏ ଘରୋଇ କମ୍ପାନୀ ରେ ନିଜେ ଚାଳକ ତଥା ସେ Excavator Operator ରୂପରେ କାର୍ଯ୍ୟରତ।
ଯୋଗାଯୋଗ : +91 93074 29684

ରାଜେନ୍ଦ୍ର ସ୍ୱାଇଁ
ସେ ମଧ୍ୟ ଗୋଷ୍ଠୀ ପ୍ରତି ସର୍ବଦା ତତ୍ପର ଅଟନ୍ତି । ସେ ବର୍ତ୍ତମାନ କୋରାପୁଟ ସ୍ଥିତ ଗୋଟିଏ ଘରୋଇ କମ୍ପାନୀ ରେ ସେ Excavator Operator ରୂପରେ କାର୍ଯ୍ୟରତ।
ଯୋଗାଯୋଗ : +91 91824 45061

ସତ୍ୟବାନ ଖଣ୍ଡେଇ
ସେ ଗୋଷ୍ଠୀ ପ୍ରତି ତାଙ୍କର ଦାୟୀତ୍ବ ଅତି ମହତ୍ତ୍ଵ ପୂର୍ଣ୍ଣ। ସେ ବର୍ତ୍ତମାନ ଗୋଆ ରେ ଘରୋଇ ସଂସ୍ଥାନ ମାରିନ୍ ଇଲେକ୍ଟ୍ରିକାଲ ରେ ଉତ୍ତମ ଠିକାଦାର ଭାବେ କାର୍ଯ୍ୟରତ। ତାଙ୍କ ଅଧୀନ ରେ ବହୁ ବ୍ୟକ୍ତି ରହି କାର୍ଯ୍ୟ କରୁଛନ୍ତି ।
ଯୋଗାଯୋଗ : +91 78944 52899

ଜୟନ୍ତ କୁମାର ବିଷୋୟୀ
ସେ ଜଣେ ପରିଶ୍ରମୀ ତଥା ଗୋଷ୍ଠୀ ପ୍ରତି ସର୍ବଦା ତତ୍ପର ଅଟନ୍ତି। ବର୍ତ୍ତମାନ ଗୋଆ ରେ କମସ୍ କପ୍ କମ୍ପାନୀ ରେ ସିନିୟର୍ ସଫ୍ଟୱେର କେବଲ୍ ଅପରେଟର ରୂପରେ ସେ କାର୍ଯ୍ୟରତ।
ଯୋଗାଯୋଗ : +91 78529 98394

କାହ୍ନା ଡାକୁଆ
ସେ ନୂତନ ଭାବେ ଗୋଷ୍ଠୀ ରେ ପଦାର୍ପଣ ସହିତ ତାଙ୍କର ପ୍ରତ୍ଯେକ ଟି କାର୍ଯ୍ୟ ପ୍ରତି ସର୍ବଦା ତତ୍ପର ଅଟନ୍ତି। ବର୍ତ୍ତମାନ ଗୋଆ ରେ କମସ୍ କପ୍ କମ୍ପାନୀ ରେ NBB ବିଭାଗ ରେ ଜଣେ କୁଶଳୀ ଅପରେଟର ରୂପରେ ସେ କାର୍ଯ୍ୟରତ।
ଯୋଗାଯୋଗ : +91 63705 82368
ଧନ୍ୟବାଦ
- Finding Meaning in Small NewsScour the news for an entirely uninteresting story. Consider how it connects to your life. Write about that. Today, I came across a news story about a city replacing old … Continue reading Finding Meaning in Small News
- Lessons from My Mother: An Interview About LifeInterview someone — a friend, another blogger, your mother, the mailman — and write a post based on their responses. Recently, I interviewed my mother to learn about her views … Continue reading Lessons from My Mother: An Interview About Life
- Smruti Tume Sradhanjali – 186ହେଲେ କଥାରେ ଅଛି ପରା ରଖେ ହରି ମାରେ କିଏ ?? ମାରେ ହରି ରଖେ କିଏ ?? ତାପରେ ମଣିଷର ଭାଗ୍ୟରେ ଯାହା ଲେଖାହେଇଥିବ ତାହା ହିଁ ହେଇଥାଏ….(ପଢନ୍ତୁ ଆଗକୁ କଣ ହେଲା …)କେକ୍ କଟା ସରିବାପରେ ସାଙ୍ଗମାନେ ବାହାରୁଥାନ୍ତି … Continue reading Smruti Tume Sradhanjali – 186
- Smruti Tume Sradhanjali (A true Story ) Page-189କୁମାର ଆଉ ସନ୍ଧ୍ୟା ଏମିତି କଥା ହେଇ ଚାଲିଥାନ୍ତି । ହଠାତ ଭୟଙ୍କର ବର୍ଷା ଆଉ ପବନ ମାଡ଼ିଆସିଲା, ଦୁହେଁ ଭିଜିଯାଇଥାନ୍ତି । ରାସ୍ତା ଘାଟ ଠିକ୍ ରେ ଦେଖା ଯାଉନଥାଏ । ଦୁହେଁ ବହୁତ ବ୍ୟସ୍ତ ହୋଇପଡ଼ିଥାନ୍ତି । ଏତିକି … Continue reading Smruti Tume Sradhanjali (A true Story ) Page-189
- Smruti Tume Sradhanjali (A true Story ) Page-192ସନ୍ଧ୍ୟା କହୁ କହୁ ତା ଆଖି ରୁ ଲୁହ ଝରି ପଡୁଥାଏ । ସନ୍ଧ୍ୟା ବି କୁମାର ର ହସ ଦେଖିବା ପାଈଁ କହିଲା ଦେଖ ମୁଁ ତ ହସୁଛି ନା ତମେ ଭି ହସ Please । ସନ୍ଧ୍ୟା:- କୁମାର … Continue reading Smruti Tume Sradhanjali (A true Story ) Page-192
- Smruti Tume Sradhanjali (A true Story ) Page-191କୁମାର:- ତମେ ଏତେ ଭଲ କାଇଁ ହଉଛ, ଟିକେ ବି Selfish ହେଇପାରୁନ । ସବୁବେଳେ ମୋ ଚିନ୍ତା ତମ ଅବସ୍ଥା କଣ ହେଇଛି ଜାଣିପାରୁଛ ନା ନାହିଁ । ମୋର ଆପେ ଆପେ ଭଲ ହେଇଯିବ । … Continue reading Smruti Tume Sradhanjali (A true Story ) Page-191
