Smruti Tume Sradhanjali – 186


ହେଲେ କଥାରେ ଅଛି ପରା ରଖେ ହରି ମାରେ କିଏ ??

 ମାରେ ହରି ରଖେ କିଏ ?? 

ତାପରେ ମଣିଷର ଭାଗ୍ୟରେ ଯାହା ଲେଖାହେଇଥିବ ତାହା ହିଁ ହେଇଥାଏ….
(ପଢନ୍ତୁ ଆଗକୁ କଣ ହେଲା …)
କେକ୍ କଟା ସରିବାପରେ ସାଙ୍ଗମାନେ ବାହାରୁଥାନ୍ତି ଘରକୁ ଯିବାପାଇଁ, ଏତିକି ବେଳେ ମାମୁଁ କହୁଥାନ୍ତି ।

ମାମୁଁ:- କୁଆଡେ ବାହାରିଲ ?? ଆଜି ରାତିକ ରହିଯାଅ କାଲି ସକାଳୁ ଯିବ ।

ସବୁ ସାଙ୍ଗମାନେ ବହୁତ ମନାକରିଲା ପରେ,ମାମୁଁ ବି ଆଉ ମନା କରିପାରିଲେନି ।
 ହେଲେ କୁମାର ଆଉ ସନ୍ଧ୍ୟାକୁ ମନା କରୁଥାନ୍ତି । ସେମାନେ ଯାଆନ୍ତୁ ତମେ ଦୁଇଜଣ ରହିଯାଅ ।

କୁମାର ସବୁସାଙ୍ଗମାନଙ୍କୁ କହୁଥାଏ ।

କୁମାର:- ମାମୁଁ ଏତେ କରି କହୁଛନ୍ତି ନରହିଲେ ଖରାପ ଭାବିବେ ତମମାନେ ଯଦି ଯିବ ଯାଅ ମୁଁ ଆଉ ସନ୍ଧ୍ୟା କାଲି ସକାଳେ ଯିବୁ ।

ତାପରେ ସାଙ୍ଗମାନେ ବାହାରିଗଲେ ଏତିକି ବେଳେ କୁମାର ସମୀର ସହ ଦେଖାହେଇଯାଇଥାଏ । 

ସମୀର କହୁଥାଏ….

ଆଗରୁ କଣ Planing ହେଇଥିଲା ଆପଣ ମାନଙ୍କର ମନେ ଅଛି ନା ?? କୁମାରକୁ କହୁଥାଏ …

ସମୀର:-ଯେତେ ଖୁସି ହବା କଥା ହେଇଯା!!  ଆଜି ସେ ସମୟ ଆସିଯାଇଛି ତୋ ସାଙ୍ଗମାନେ ତୋ ସହ ରହିଯାଉଥିଲେ ମୁଁ କିଛି କରିପାରୁନଥିଲି । 

ହେଲେ ଆଜି କିଏ ନାହିଁ ତୁ ଏକୁଟିଆ ହେଇଯାଇଛୁ  , ସନ୍ଧ୍ୟାର ଆଜି Last Day …କେମିତି ଅଟେକେଇବୁ ଅଟକା ।
 ସମୀର ଏତିକି କହି ଚାଲିଯାଇଥାଏ ।

To be continued…….


Promo: (ସନ୍ଧ୍ୟା ଆଉ କୁମାର ମନରେ ଭୟ ଅନୁଭବ ହେଇଛି, ପଢିବା Next Page ରେ…… )

Tagged:

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading