ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

Manoj kumar Behera, ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ବାପା,,,,,
ମୁଁ ଜାଣେ ଏହା ନିଧ୍ୟାର୍ଯ୍ୟ ସତ୍ୟ,
ତୁମେ ଚାଲିଗଲ ମୁଣ୍ଡ ଉପରୁ ଉଡିଗଲା
ଚାଳର ସ୍ଥାପତ୍ୟ,
ପାଦତଳୁ ଖସି ପଡୁଛି ମାଟିର ସାମର୍ଥ୍ୟ
ମଳିନ ପଡିଛି ଦିନର ରୌଦ୍ରତା
ରାତିର ଜୋସ୍ନା ।
ବଦଳି ଯାଇଛି ଘର ଚାରିପାଖ
ସବୁଜିମାର ବାସ୍ନା ,
ନିରବତା ଛାଇ ଯାଇଛି ଘରସାରା
ଦୂରେଇ ଯାଇଛି ତୁମ ଆଶ୍ରୀବାଦ ବୋଳା ହାତ
ନହିଁ ପଡିଛି ସବୁତକ ଧୌର୍ଯ୍ୟ ।
ପ୍ରଥମ ଶ୍ରାଦ୍ଧ ବାର୍ଷିକୀର ଅଶ୍ରୁଳଶ୍ରଦ୍ଧାଞ୍ଜଳି
ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା
ତୁମର ଅମର ଆତ୍ମାର ଶଦ୍ଗତି ହେଉ ।
ମନୋଜ କୁମାର ବେହେରା ଙ୍କ ଅଶ୍ରୁଳ ଲେଖନୀରୁ
🙏🙏🙏🙏🙏
💐💐💐💐
If the contents are helpful to share them with your friends, Thanking You.

One thought on “ଅଶ୍ରୁଳ ଶ୍ରଦ୍ଧାଞ୍ଜଳି”

Leave a Reply

Your email address will not be published. Required fields are marked *