ମୁଁ ଆଜି ଫେରାଇ ଦେଉଛି..
ତୁମ ରାଗ ଅଭିମାନ….
ଓଠକୁ ଛୁଇଁ ଯାଉଥିବା ଲୁହକୁ,
ମନ ଭିତରେ ଉଙ୍କି ମାରୁଥିବା….
ଅବିଶ୍ୱାସ…. ଅବାସ୍ତବ ସବୁ….।
ମୁଁ ଆଜି ଫେରାଇ ଦେଉଛି ..
ତୁମ ହସ କୁ.. ତୁମ ଲାଜ କୁ…
ତୁମ ମନର… ହୃଦୟର ଭାବନା ସବୁ…
ତୁମେ ଥରେ ଦେଖି ନିଅ..
ମୋ ପାଖରେ ରଖିଥିବା…
ତୁମ ସମ୍ମାନ…. ତୁମ ବାସ୍ତବତା…
ବିଶ୍ୱାସ ଆଉ ପବିତ୍ରତା…..
ତୁମ ଅଧିକାର କୁ…
ମୁଁ ଆଜି ଫେରାଇ ଦେଉଛି ……
ନୀଳମାଧଵ ଭୂୟାଁ
…..ଙ୍କ କଲମରୁ
Follow My Blog


No responses yet